1.8 KiB
1.8 KiB
The devil is about to throw some of you into prison
ଏଠାରେ ସେହି ଲୋକମାନଙ୍କ ନିମନ୍ତେ “ଶୟତାନ” ଶବ୍ଦ ଏକ ରୂପକ ଅଟେ ଯେଉଁମାନେ ଶୟତାନର ଅଜ୍ଞା ପାଳନ କରନ୍ତି I ଅନ୍ୟଏକ ଅନୁବାଦରେ: “ଶୟତାନ ଶୀଘ୍ର ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ କାରାଗାରରେ ନିକ୍ଷେପ କରିବାର କାରଣ ହେବ” (ଦେଖ: rc://*/ta/man/translate/figs-metonymy)
Be faithful until death
ମୋଠାରେ ବିଶ୍ବସ୍ତ ରୁହ ଏପରିକି ଯଦି ସେମାନେ ତୁମ୍ଭକୁ ବଧ କରନ୍ତି I “ପର୍ଯ୍ୟନ୍ତ” ଶବ୍ଦ ବ୍ୟବହାର କରିବାର ଅର୍ଥ ନୁହେଁ ଯେ ମୃତ୍ୟୁ ପର୍ଯ୍ୟନ୍ତ ତୁମ୍ଭେ ବିଶ୍ବସ୍ତ ହେବାକୁ ବନ୍ଦ କରିବ I
the crown
ବିଜୟୀର ମୁକୁଟ I ଏହା ଏକ ମାଳ, ମୁଖ୍ୟତଃ ଜୀତ ବୃକ୍ଷର ଡାଳ କିମ୍ବା ଲରେଲ୍ ପତ୍ରର ଏକମାଳ, ଯାହା ବିଜୟୀ କ୍ରୀଡାବିତଙ୍କ ମସ୍ତକରେ ପିନ୍ଧାଇ ଦିଆଯାଉ ଥିଲା I
the crown of life
ସମ୍ଭାବିତ ଅର୍ଥଗୁଡିକ ୧) “ଏକ ମୁକୁଟ ଯାହା ଦର୍ଶାଏ ଯେ ଆମ୍ଭେ ତୁମ୍ଭକୁ ଅନନ୍ତ ଜୀବନ ଦେଇଅଛୁ” କିମ୍ବା ୨) ଏକ ପୁରସ୍କାର ସଦୃଶ ଜଣେ ବିଜେତାଙ୍କ ମୁକୁଟରୂପ ସତ୍ୟ ଜୀବନ” (ଦେଖ: rc://*/ta/man/translate/figs-metaphor)