912 B
912 B
I know what it is to be poor ... to have plenty
ପାଉଲ ଅଭାବରେ ବା ପ୍ରାଚୁର୍ଯ୍ୟତାରେ କିପରି ଆନନ୍ଦରେ ବାସ କରିବାକୁ ହେବ ତାହା ଜାଣନ୍ତି I (ଦେଖ: rc://*/ta/man/translate/figs-explicit)
how to be well-fed or to be hungry, and how to have an abundance or to be in need
ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକଭାବରେ ସମାନ ଅଟେ I ପାଉଲ ଗୁରୁତ୍ବ ଦେବା ନିମନ୍ତେ ସେଗୁଡିକୁ ବ୍ୟବହାର କରନ୍ତି ଯାହା ସେ ସବୁ ପରିସ୍ଥିତିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଛନ୍ତି I (ଦେଖ: [[rc:///ta/man/translate/figs-parallelism]] ଓ [[rc:///ta/man/translate/figs-merism]])