or_tn/phm/01/21.md

12 lines
893 B
Markdown

# General Information:
ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଅଟନ୍ତି ଓ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# Connecting Statement:
ପାଉଲ ଆପଣା ପତ୍ରକୁ ସମାପ୍ତ କରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I
# Confident about your obedience
କାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ