or_tn/phm/01/02.md

16 lines
1.9 KiB
Markdown

# our sister ... our fellow soldier
ଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# Apphia our sister
ଏଠାରେ “ଭଗ୍ନୀ”ର ଅର୍ଥ ସେ ଜଣେ ବିଶ୍ବାସୀ ଥିଲେ, ଜଣେ ଆତ୍ମୀୟ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ବିଶ୍ବାସୀ ଆପପୟା” କିମ୍ବା “ଆମ୍ଭମାନଙ୍କ ଆତ୍ମିକ ଭଉଣୀ ଆପ୍ପିୟା” (ଦେଖ: [[rc://*/ta/man/translate/translate-names]])
# Archippus
ଏହା ଫିଲୀମୋନଙ୍କ ସହିତ ମଣ୍ଡଳୀରେ ଜଣେ ବ୍ୟକ୍ତିର ନାମ ଅଟେ I (ଦେଖ: [[rc://*/ta/man/translate/translate-names]])
# our fellow soldier
ପାଉଲ ଏଠାରେ ଆର୍ଖିପପଙ୍କ ବିଷୟରେ କହୁଛନ୍ତି ଯେପରି ସେମାନେ ଉଭୟେ ଗୋଟିଏ ସୈନ୍ୟବାହିନୀରେ ସୈନିକ ଅଟନ୍ତି I ସେ ଏହି ଅର୍ଥରେ କହୁଛନ୍ତି ଯେ, ଆର୍ଖିପପ କଠିନ ପରିଶ୍ରମ କରନ୍ତୁ, ଯେପରି ପାଉଲଙ୍କ କଠିନ ପରିଶ୍ରମ କରୁଛନ୍ତି, ତେଣୁ ସୁସମାଚାର ପ୍ରସାରିତ ହୋଇ ପାରୁଛି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ଆତ୍ମିକ ଯୋଦ୍ଧା’ କିମ୍ବା “ଯେଉଁମାନେ ମଧ୍ୟ ଆମ୍ଭମାନଙ୍କ ସହ ଆତ୍ମିକ ଯୁଦ୍ଧରେ ଯୁଦ୍ଧ କରନ୍ତି”(ଦେଖ: [[rc://*/ta/man/translate/figs-metaphor]])