1.8 KiB
1.8 KiB
Be on your guard
ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ ଘଟାଇବେ ସେଥିପ୍ରତି ସାବଧାନ ଥାଅ
will deliver you up to councils
ତୁମ୍ଭମାନଙ୍କୁ ନେବେ ଓ ବିଚାର ସଭାମାନଙ୍କରେ ସମର୍ପଣ କରିବେ
you will be beaten
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ତୁମ୍ଭମାନଙ୍କୁ ପ୍ରହାରିତ କରିବେ” (ଦେଖ: rc://*/ta/man/translate/figs-activepassive)
You will stand before
ଏହାର ଅର୍ଥ କ୍ଲେଶ ଓ ବିଚାରକୁ ନେବେ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ବିଚାରସଭାର ସମ୍ମୁଖିନ ହେବ” କିମ୍ବା “ତୁମ୍ଭମାନଙ୍କୁ ବିଚାରସଭାକୁ ନେବେ ଓ ବିଚାର କରିବେ” (ଦେଖ: rc://*/ta/man/translate/figs-idiom)
for my sake
ମୋ’ ସକାଶେ କିମ୍ବା “ମୋ’ ନିମନ୍ତେ”
as a testimony to them
ଏହାର ଅର୍ଥ ସେମାନେ ଯୀଶୁଙ୍କ ବିଷୟରେ ପରୀକ୍ଷା କରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ସେମାନେ ମୋ ବିଷୟରେ ପରୀକ୍ଷା କରିବେ” କିମ୍ବା “ପୁଣି ତୁମ୍ଭେମାନେ ମୋ ବିଷୟରେ ସେମାନଙ୍କୁ ସାକ୍ଷ୍ୟ ଦେବ” (ଦେଖ: rc://*/ta/man/translate/figs-explicit)