668 B
668 B
ଯେତେବେଳେ ସେମାନେ କଫର୍ନାହୁମକୁ ଆସିଲେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସବୁଠାରୁ ନମ୍ର ସେବକ ବିଷୟରେ ଶିକ୍ଷା ଦେଲେ I (ଦେଖ: rc://*/ta/man/translate/writing-newevent)
they came to
ସେମାନେ ସେଠାରେ ପହଞ୍ଚିଲେ I “ସେମାନେ” ଶବ୍ଦ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I
were you discussing
ତୁମ୍ଭେମାନେ ପରସ୍ପର ତର୍କବିତର୍କ କରୁଥିଲ