2.0 KiB
He sighed deeply in his spirit
ଏହାର ଅର୍ଥ ଯେ ସେ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ବାସ ଛାଡି କହିଲେ ଯେପରି ଶୁଣାଯିବ I ଏହା ହୁଏତ ଦେଖାଏ ଯେ ଯୀଶୁଙ୍କ ଗଭୀର ଦୁଖ ଯେ ଫାରୁଶୀମାନେ ତାହାଙ୍କୁ ବିଶ୍ବାସ କରିବାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି I ଦେଖ ତୁମେ ଏହାକୁ ମାର୍କ ୭:୩୪ରେ କିପରି ଅନୁବାଦ କରିଅଚ୍ଛ I
in his spirit
ସେ ନିଜକୁ ନିଜେ
Why does this generation seek for a sign?
ଯୀଶୁ ସେମାନଙ୍କ ଉପରେ ବିରକ୍ତ ହୋଇ କହିଲେ I ଏହି ପ୍ରଶ୍ନ ହୁଏତ ଏକ ଉକ୍ତି ଭାବେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ” (ଦେଖ: rc://*/ta/man/translate/figs-rquestion)
this generation
ଯେତେବେଳେ ଯୀଶୁ “ବର୍ତ୍ତମାନ ପୁରୁଷ” କହିଲେ, ସେ ସେହି ସମୟରେ ବସବାସ କରୁଥିବା ଲୋକମାନଙ୍କୁ ସୁଚିତ କରନ୍ତି I ଏହି ଦଳରେ ଫାରୁଶୀମାନେ ମଧ୍ୟ ସମ୍ପୃକ୍ତ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ ଓ ବର୍ତ୍ତମାନ ପୁରୁଷର ବଂଶ” (ଦେଖ: rc://*/ta/man/translate/figs-explicit)
no sign will be given
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଚିହ୍ନ ଦେବି ନାହିଁ” (ଦେଖ: rc://*/ta/man/translate/figs-activepassive)