648 B
648 B
When the hour was late
ଏହାର ଅର୍ଥ ଦିନରେ ବିଳମ୍ବ ପ୍ରହରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବେଳ ବହୁତ ହେବାରୁ” କିମ୍ବା “ମଧ୍ୟାହ୍ନ ପରେ” (ଦେଖ: rc://*/ta/man/translate/figs-idiom)
a deserted place
ଏହା ଏମିତି ଏକ ସ୍ଥାନକୁ ବୁଝାଏ ଯେଉଁଠାରେ କୌଣସି ଲୋକ ନାହାନ୍ତି I ଦେଖ ତୁମେ ଏହାକୁ ମାର୍କ ୬:୩୧ରେ କିପରି ଅନୁବାଦ କରିଅଚ୍ଛ I