1.2 KiB
1.2 KiB
Herod sent to have John arrested and he had him bound in prison
ଏହାକୁ କର୍ତ୍ତୁବାଚ୍ୟ ଆକରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ହେରୋଦ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖିବା ନିମନ୍ତେ ସୈନିକମାନଙ୍କୁ ପଠାଇଲେ” (ଦେଖ: rc://*/ta/man/translate/figs-activepassive)
sent to have
ଆଦେଶ ଦେଇଛନ୍ତି
on account of Herodias
ହେରୋଦିୟାଙ୍କ ହେତୁ
his brother Philip's wife
ତାହାର ଭାଇର ଫିଲିପ୍ପର ସ୍ତ୍ରୀ I ହେରୋଦଙ୍କର ଭାଇ ଫିଲିପ୍ପ ସମାନ ଫିଲିପ୍ପ ନୁହନ୍ତି ଯିଏ କି ପ୍ରେରିତ ପୁସ୍ତକରେ ଜଣେ ସୁସମାଚାର ପ୍ରଚାରକ ଥିଲେ କିମ୍ବା ଫିଲିପ୍ପ ଜଣେ ଯୀଶୁଙ୍କ ଶିଷ୍ୟ ଥିଲେ I (ଦେଖ: rc://*/ta/man/translate/translate-names)
because he had married her
ଯେହେତୁ ହେରୋଦ ତାଙ୍କୁ (ହେରୋଦିୟା) ବିବାହ କରିଥିଲେ