or_tn/mat/28/11.md

16 lines
1.3 KiB
Markdown

# Connecting Statement:
ଏହା ଯିହୁଦୀ ନେତାମାନଙ୍କ ପ୍ରତିକ୍ରିୟାରେ ବିବରଣୀର ଆରମ୍ଭ ଅଟେ ଯେତେବେଳେ ସେମାନେ ଯୀଶୁ ଉଠିଛନ୍ତି ବୋଲି ଶୁଣିଲେ I
# Now
ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ ବିବରଣୀରେ ଏକ ନୁତନ ଭାଗର ଆରମ୍ଭ କରୁଛନ୍ତି I
# the women
ଏଠାରେ ଏହା ମଗଦଲିନୀ ମରିୟମ ଓ ଅନ୍ୟ ମରିୟମଙ୍କୁ ବୁଝାଏ I
# behold
ଏହା ବିସ୍ତୃତ ବିବରଣୀରେ ଅନ୍ୟ ଏକ ଘଟଣାକୁ ଆରମ୍ଭ କରିବା ନିମନ୍ତେ ଚିହ୍ନିତ କରେ I ଏହା ହୁଏତ ପୂର୍ବ ଘଟଣା ଅପେକ୍ଷା ଭିନ୍ନ ଲୋକମାନଙ୍କୁ ସମ୍ପୃକ୍ତ କରିପାରେ I ତୁମର ଭାଷାରେ ଏପରି କରିବା ନିମନ୍ତେ ହୁଏତ ଏକ ମାଧ୍ୟମ ଥାଇପାରେ I