or_tn/mat/24/14.md

958 B

This good news of the kingdom will be preached

ଏଠାରେ “ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ରାଜ୍ୟ କରିବେ ଏହି ସୁସମାଚାର ଲୋକମାନେ ଘୋଷଣା କରିବେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])

all the nations

ଏଠାରେ, “ସମସ୍ତ ଜାତି ନିକଟରେ” ଲୋକମାନଙ୍କୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକମାନଙ୍କ ନିକଟରେ ଓ ସମସ୍ତ ସ୍ଥାନରେ” (ଦେଖ: rc://*/ta/man/translate/figs-metonymy)