or_tn/mat/17/22.md

2.0 KiB

Connecting Statement:

ଏଠାରେ କ୍ଷଣିକ ଚିତ୍ରର ପରିବର୍ତ୍ତନ ହୁଏ, ଓ ଯୀଶୁ ଦ୍ବିତୀୟ ଥର ତାହାଙ୍କ ମୃତ୍ୟୁ ଓ ପୁନ୍ନରୁଥାନ ବିଷୟରେ କହନ୍ତି I

they stayed

ଯୀଶୁ ଓ ଶିଷ୍ୟମାନେ ରହିଲେ

The Son of Man will be delivered

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ପୁତ୍ରଙ୍କୁ କହି ଜଣେ ଉଦ୍ଧାର କରିବେ” (ଦେଖ: rc://*/ta/man/translate/figs-activepassive)

delivered into the hands of people

ଏଠାରେ “ହସ୍ତ” କ୍ଷମତା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା ଲୋକମାନେ ଶକ୍ତି ପାଇବା ନିମନ୍ତେ ହାତର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: କିମ୍ବା “ନେବେ ଓ ଲୋକମାନଙ୍କ କ୍ଷମତା ଅଧିନରେ ରଖିବେ” କିମ୍ବା “ନେଇଗଲେ ଓ ଲୋକମାନଙ୍କ କ୍ଷମତା ଅଧିନରେ ରଖିଲେ ଯିଏ ତାହାଙ୍କୁ ନିୟନ୍ତ୍ରଣ କରିବେ” (ଦେଖ: rc://*/ta/man/translate/figs-metonymy)

The Son of Man

ଯୀଶୁ ଆପଣାକୁ ତୃତୀୟ ବଚନରେ ସୁଚିତ କରୁଛନ୍ତି I (ଦେଖ: rc://*/ta/man/translate/figs-123person)

into the hands of people

ଏଠାରେ “ହସ୍ତ” କ୍ଷମତା କିମ୍ବା ନିୟନ୍ତ୍ରଣକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ ନିୟନ୍ତ୍ରଣରେ” କିମ୍ବା “ଲୋକମାନଙ୍କ ଅଧିନରେ” (ଦେଖ: rc://*/ta/man/translate/figs-metonymy)