or_tn/mat/15/08.md

12 lines
1.1 KiB
Markdown

# This people honors me with their lips
ଏଠାରେ “ମୁଖ” କହିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ଜାତି ମୁଖରେ ଆମ୍ଭମାନଙ୍କ ସମାଦର କରନ୍ତି” (ଦେଖ: [[rc://*/ta/man/translate/figs-metonymy]])
# me
ଏହି ପ୍ରକାର ଶବ୍ଦର ବ୍ୟବହାର ଈଶ୍ବରଙ୍କୁ ବୁଝାଏ I
# but their heart is far from me
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ବା ଭାବପ୍ରବଣକୁ ବୁଝାଏ I ଏହି ବାକ୍ୟାଂଶ ଅନ୍ୟଭାବେ କହିଲେ ଏହି ଲୋକମାନେ ବାସ୍ତବରେ ଈଶ୍ବରଙ୍କୁ ଭକ୍ତି କରନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ସେମାନେ ପ୍ରକୃତରେ ମୋତେ ପ୍ରେମ କରନ୍ତି ନାହିଁ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-idiom]])