or_tn/mat/14/20.md

12 lines
742 B
Markdown

# and were filled
ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ” କିମ୍ବା “ସେମାନେ ଆଉ ଭୋକିଲା ନହେବା ପର୍ଯ୍ୟନ୍ତ” (ଦେଖ: [[rc://*/ta/man/translate/figs-activepassive]])
# they took up
ଶିଷ୍ୟମାନେ ଏକାଠି କଲେ କିମ୍ବା “କିଛି ଲୋକମାନେ ଏକାଠି କଲେ”
# twelve baskets full
୧୨ ଟୋକେଇ ଭର୍ତ୍ତି (ଦେଖ: [[rc://*/ta/man/translate/translate-numbers]])