or_tn/mat/10/04.md

1.0 KiB
Raw Blame History

the Zealot

ସାମ୍ଭାବିତ ଅର୍ଥଗୁଡିକ ୧) “କିଣାନିୟ” ଏକ “ସଜ୍ଞା” ଅଟେ ଯାହା ଦର୍ଶାଏ ଯେ ସେ ଲୋକମାନଙ୍କ ଦଳରେ ଜଣେ ଅଂଶୀ ଥିଲେ ଯେଉଁମାନେ ରୋମିୟ ଶାସନ ଠାରୁ ଯିହୁଦୀ ଲୋକମାନମାନଙ୍କୁ ମୁକ୍ତ କରିବାକୁ ଚାହୁଁଥିଲେ I ଅନ୍ୟ ଏକ ଅନୁବାଦରେ:” ଦେଶ ଭକ୍ତି” କିମ୍ବା “ଜାତୀୟତା ବୋଧ” କିମ୍ବା ) “କିଣାନୀୟ” ଏକ ଚିତ୍ରଣ ଅଟେ ଯାହା ଦର୍ଶାଏ ଯେ ସେ ଈଶ୍ବରଙ୍କ ନିମନ୍ତେ ଆଗ୍ରହୀ ଥିଲା I ଅନ୍ୟ ଏକ ଅନୁବାଦରେ: “ଉଦଯୋଗୀ” କିମ୍ବା “ଉତ୍ସାହୀ”

who would betray him

ଯେ ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବ