934 B
934 B
ମାଥିଉ ୦୮ ସାଧାରଣ ସୂଚନା
ଗଠନ ପ୍ରଣାଳୀ ଓ ଆକୃତି
ଏହି ଅଧ୍ୟାୟର ଏକ ନୁତନ ଭାଗ ଆରମ୍ଭ କରେ I
ଏହି ଅଧ୍ୟାୟରେ ବିଶେଷ ଧାରଣା
ଆଶ୍ଚର୍ଯ୍ୟକର୍ମ
ଯୀଶୁ ଦେଖାଇବା ନିମନ୍ତେ ଆଶ୍ଚର୍ଯ୍ୟକର୍ମ କଲେ ଯାହା ସେ ସମସ୍ତ ବିଷୟକୁ ନିୟନ୍ତ୍ରଣାଧିନ କରିବେ ଯାହା ଅନ୍ୟକେହି କରିପାରିବେ ନାହିଁ I ସେ ମଧ୍ୟ ଦେଖାଇଲେ ଯେ ତାହାଙ୍କୁ ଉପାସନା କରିବା ଉପଯୁକ୍ତ ଅଟନ୍ତି ଯେହେତୁ ସେ ଆଶ୍ଚର୍ଯ୍ୟକର୍ମ କରି ପାରନ୍ତି I (ଦେଖ: rc://*/tw/dict/bible/kt/authority)