or_tn/mat/05/31.md

1007 B

Connecting Statement:

ଯୀଶୁ ପୁରାତନ ନିୟମ ବ୍ୟବସ୍ଥାକୁ କିପରି ସଫଳ କରିବା ନିମନ୍ତେ ଆସିଛନ୍ତି ସେହି ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I ଏଠାରେ ସେ ଛାଡପତ୍ର ବିଷୟରେ କହିବା ଆରମ୍ଭ୍ କରନ୍ତି I

It was also said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମଧ୍ୟ କହିଲେ” କିମ୍ବା “ମୋଶା ମଧ୍ୟ କହିଲେ” (ଦେଖ: rc://*/ta/man/translate/figs-activepassive)

sends his wife away

ଏହା ଛାଡପତ୍ର ବିଷୟରେ ଏକ ସ୍ପଷ୍ଟକ୍ତି ଅଟେ I (ଦେଖ: rc://*/ta/man/translate/figs-euphemism)

let him give

ସେ ନିଶ୍ଚୟ ଦେବେ