or_tn/mat/05/16.md

8 lines
842 B
Markdown

# Let your light shine before people
ଏହାର ଅର୍ଥ ଯୀଶୁଙ୍କ ଶିଷ୍ୟ ଏପରି ଜୀବନଯାପନ କରିବା ଉଚିତ ଯେ ଅନ୍ୟମାନେ ଈଶ୍ବରଙ୍କ ସତ୍ୟତାକୁ ଜାଣି ପାରିବେ I ଅନ୍ୟ ଏକ ଅନୁବାଦରେ: ତୁମମାନଙ୍କ ଜୀବନ ଏକ ପ୍ରଦୀପ ସ୍ବରୁପ ହେଉ ଯାହା ଲୋକମାନଙ୍କୁ ଆଲୋକ ପ୍ରଦାନ କରିବା” (ଦେଖ: [[rc://*/ta/man/translate/figs-metaphor]])
# your Father who is in heaven
ଏହା ତୁମ ଭାଷାରେ ଜାଗତିକ ପିତା ବୁଝାଉଥିବା ବାସ୍ତବିକ ସମାନ ଶବ୍ଦ “ପିତା” ଅନୁବାଦ କରିବା ଉତ୍ତମ ଅଟେ I