28 lines
3.8 KiB
Markdown
28 lines
3.8 KiB
Markdown
# It would be better for him if a millstone were put around his neck and he were thrown into the sea than that he should cause one of these little ones to stumble.
|
|
|
|
ତୁମେ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ ଲୋକମାନଙ୍କୁ ପାପ କରାଇବା ହେତୁ ଏହା ସେହି ଦଣ୍ଡ ଅଟେ, ଯାହାକୁ ଯୀଶୁ ସମୁଦ୍ରରେ ନିକ୍ଷେପ କରିବା ବିଷୟ ସହିତ ତୁଳନା କରିଛନ୍ତି I ବିକଳ୍ପ ଅନୁବାଦ: “ମୁଁ ତାହାର ବେକରେ ଚକିପଥର ରଖି ଓ ତାହାକୁ ସମୁଦ୍ରରେ ନିକ୍ଷେପ କରିବା ଦ୍ୱାରା ଅଳ୍ପ ଦଣ୍ଡ ଦେବି ନାହିଁ I ତହିଁ ପରିବର୍ତ୍ତେ ତାହାକୁ ଅତ୍ୟଧିକ ଦଣ୍ଡିତ କରିବି I ଏହାର କାରଣ ହେଉଛି ଯେ ସେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୋଇଛି I” (ଦେଖ: [[rc://*/ta/man/translate/figs-explicit]])
|
|
|
|
# It would be better for him if
|
|
|
|
ଏହା ଏକ ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିକୁ ପରିଚିତ କରେ I ଏହାର ଅର୍ଥ ଯିଏ ଲୋକମାନଙ୍କୁ ପାପରେ ପକାଇବା କାର୍ଯ୍ୟ କରେ ସେହି ବ୍ୟକ୍ତିର ଦଣ୍ଡ ସତେ ଯେପରି ସେମାନେ ସମୁଦ୍ରରେ ବୁଡିବାଠାରୁ ଅଧିକ ମନ୍ଦ ହେବ I କେହି ତାହାର ବେକରେ ଗୋଟିଏ ପଥର ବାନ୍ଧି ଦେଇ ନାହାନ୍ତି, ଏବଂ ଯୀଶୁ କହୁ ନାହାନ୍ତି ଯେ କେହି ସେପରି କରିବ I (ଦେଖ: [[rc://*/ta/man/translate/figs-hypo]])
|
|
|
|
# a millstone were put around his neck and he were thrown
|
|
|
|
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ସେମାନଙ୍କୁ ତା’ର ବେକରେ ଏକ ଚକିପଥର ବାନ୍ଧି ନିକ୍ଷେପ କରିବାକୁ ହେବ” ବା “ଯଦି କେହି ତାହାର ବେକରେ ଏକ ଓଜନିଆ ପଥର ବାନ୍ଧି ତାହାକୁ ଠେଲି ଦେବ”(ଦେଖ: [[rc://*/ta/man/translate/figs-activepassive]])
|
|
|
|
# for him ... his neck ... he were thrown ... he should cause to stumble
|
|
|
|
ଏହି ଶବ୍ଦଗୁଡିକ ଯେକୌଣସି ବ୍ୟକ୍ତିକୁ, ସ୍ତ୍ରୀ ଓ ପୁରୁଷ ଉଭୟଙ୍କୁ ବୁଝାଇପାରେ I (ଦେଖ: [[rc://*/ta/man/translate/figs-gendernotations]])
|
|
|
|
# a millstone
|
|
|
|
ଏହା ଏକ ଅତି ବଡ, ଓଜନିଆ ଗୋଲାକାର ପଥର ଅଟେ ଯାହା ଗହମ ଦାନାକୁ ପେଷି ଅଟାରେ ପରିଣତ କରିବା ପାଇଁ ବ୍ୟବହୃତ ହୁଏ I ବିକଳ୍ପ ଅନୁବାଦ: “ଏକ ଓଜନିଆ ପଥର”
|
|
|
|
# these little ones
|
|
|
|
ଏହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କର ବିଶ୍ୱାସ ଏପର୍ଯ୍ୟନ୍ତ ଦୁର୍ବଳ ଅଟେ I ବିକଳ୍ପ ଅନୁବାଦ: “ଏହି ଲୋକମାନେ ଯେଉଁମାନଙ୍କର ବିଶ୍ୱାସ କ୍ଷୁଦ୍ର ଅଟେ I
|
|
|
|
# he should cause to stumble
|
|
|
|
ଅନିଛାକୃତ ପାପ ବିଷୟରେ କହିବା ନିମନ୍ତେ ଏହା ଏକ ଶୈଳୀ ଥିଲା I ବିକଳ୍ପ ଅନୁବାଦ: “ପାପ କରିବା ନିମନ୍ତେ”
|