1.1 KiB
1.1 KiB
Now
ବିବରଣୀକୁ ଆଗେଇ ନେବା ପୂର୍ବରୁ ସେ ପୃଷ୍ଠଭୂମିର ସୂଚନା ଦେଉଥିବା ଦେଖାଇବା ନିମନ୍ତେ ଯୋହନ ଏହି ଶବ୍ଦକୁ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/writing-background)
to indicate with what kind of death Peter would glorify God
ଏଠାରେ ଯୋହନ ସୂଚାଉଛନ୍ତି ଯେ ପିତର କ୍ରୁଶ ଉପରେ ମୃତ୍ୟୁଭୋଗ କରିବେ I ଅନ୍ୟ ଏକ ଅନୁବାଦରେ: “ଏହା ସୁଚାଇବା ନିମନ୍ତେ ଯେ ଈଶ୍ବରଙ୍କ ଗୌରବ ନିମନ୍ତେ ପିତର କ୍ରୁଶ ଉପରେ ମୃତ୍ୟୁଭୋଗ କରିବେ” (ଦେଖ: rc://*/ta/man/translate/figs-explicit)
Follow me
ଏଠାରେ “ଅନୁଗାମୀ ହୁଅ”ର ଅର୍ଥ “ଜଣେ ଶିଷ୍ୟ ହେବା I” ଅନ୍ୟ ଏକ ଅନୁବାଦରେ: “ମୋହର ଶିଷ୍ୟହୋଇ ରୁହ” (ଦେଖ: rc://*/ta/man/translate/figs-explicit)