940 B
940 B
in the world
ଏଠାରେ “ଜଗତ” ସେହି ଲୋକମାନଙ୍କ ନିମନ୍ତେ ଏକ ପ୍ରତିରୁପ ଅଟେ ଯେଉଁମାନେ ଜଗତରେ ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: ଏହି ଜଗତର ଲୋକମାନଙ୍କ ମଧ୍ୟରେ ବାସ କରନ୍ତି” (ଦେଖ: rc://*/ta/man/translate/figs-metonymy)
light of the world
ଏଠାରେ “ଜ୍ୟୋତିଃ” ଈଶ୍ବରଙ୍କ ସତ୍ୟ ପ୍ରକାଶନର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଜ୍ୟୋତିଃ ଯେପରି ଲୋକମାନଙ୍କୁ ଅନ୍ଧକାରରେ ଥିବା ବିଷୟକୁ ଦେଖାଇ ଦିଏ, ସେହିପରି ସେ ସତ୍ୟକୁ ଦେଖାଇ ଦିଅନ୍ତି: (ଦେଖ: rc://*/ta/man/translate/figs-metaphor)