1.8 KiB
1.8 KiB
Connecting Statement:
ଏହା ଲେଖକ ଦେଉଥିବା ପାଞ୍ଚୋଟି ଜରୁରୀ ସତର୍କବାଣୀର ପ୍ରଥମ ଅଟେ I
we must
ଏଠାରେ “ଆମ୍ଭେମାନେ” ଲେଖକ ଓ ତାହାଙ୍କ ପାଠକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)
so that we do not drift away from it
ଏହି ରୂପକ ନିମନ୍ତେ ସମ୍ଭାବିତ ଅର୍ଥ ଗୁଡିକ ୧) ଈଶ୍ବରଙ୍କ ବାକ୍ୟ ବିଶ୍ବାସ କରିବାକୁ କ୍ଷାନ୍ତ ହୋଇଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଲକ୍ଷଭ୍ରଷ୍ଟ ହୋଇଥିଲେ, ଜଳ ମଧ୍ୟରେ ଗୋଟିଏ ନୌକା ଆପଣା ଅବସ୍ଥିତିରୁ ଘୁଞ୍ଚି ଯିବା ସଦୃଶ I ଅନ୍ୟଏକ ଅନୁବାଦରେ: “ଯେହେତୁ ଆମ୍ଭେମାନେ ବିଶ୍ବାସ କରିବାଠାରୁ କ୍ଷାନ୍ତ ନହେଉ” କିମ୍ବା ୨) ଈଶ୍ବରଙ୍କ ବାକ୍ୟ ପାଳନ କରିବାଠାରୁ କ୍ଷାନ୍ତ ହୋଇଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେଗୁଡିକ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲେ, ଜଳ ମଧ୍ୟରେ ଗୋଟିଏ ନୌକା ଆପଣା ଅବସ୍ଥିତିରୁ ଘୁଞ୍ଚି ଯିବା ସଦୃଶ I ଅନ୍ୟଏକ ଅନୁବାଦରେ” ଯେପରି ଆମ୍ଭେମାନେ ପାଳନ କରିବାଠାରୁ କ୍ଷାନ୍ତ ନହେଉ” (ଦେଖ: rc://*/ta/man/translate/figs-metaphor)