16 lines
1.9 KiB
Markdown
16 lines
1.9 KiB
Markdown
# Now it is clear
|
|
|
|
ଯାହା ସ୍ପଷ୍ଟ ଅଟେ ତାହା ସ୍ପଷ୍ଟରୁପେ କୁହାଯାଇପାରିବ । AT “ଶାସ୍ତ୍ର ସ୍ପଷ୍ଟ ଅଟେ” କିମ୍ବା “ଶାସ୍ତ୍ର ସ୍ପଷ୍ଟ ଶିକ୍ଷା ଦିଏ” (ଦେଖ: [[rc://*/ta/man/translate/figs-explicit]])
|
|
|
|
# no one is justified before God by the law
|
|
|
|
ଏହା ଏକ ସକ୍ରିୟ କ୍ରିୟା ସହିତ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ବ୍ୟବସ୍ଥା ଦ୍ବାରା କାହାକୁ ଧାର୍ମିକ ଗଣିତ କରିବେ ନାହିଁ”
|
|
|
|
# no one is justified before God by the law
|
|
|
|
ପାଉଲ ସେମାନଙ୍କ ବିଶ୍ବାସକୁ ସଂଶୋଧନ କରୁଛନ୍ତି ଯଦି ସେମାନେ ବ୍ୟବସ୍ଥା ପାଳନ କଲେ, ଈଶ୍ବର ସେମାନଙ୍କୁ ଧାର୍ମିକ ଗଣନା କରିବେ । ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାଳନ କରିବା ଦ୍ବାରା କେହିଜଣେ ଈଶ୍ବରଙ୍କ ନିକଟରେ ଧାର୍ମିକ ଗଣିତ ହୋଇ ପାରିବେ ନାହି” କିମ୍ବା “ଈଶ୍ବର ସେମାନଙ୍କୁ ବ୍ୟବସ୍ଥା ପାଳନ କରିବା ଦ୍ବାରା ଧାର୍ମିକ ଗଣତି କରିବେ ନାହିଁ” (ଦେଖ: [[rc://*/ta/man/translate/figs-explicit]])
|
|
|
|
# the righteous will live by faith
|
|
|
|
ନାମମାତ୍ର ବିଶେଷଣ “ଧାର୍ମିକ” ଧାର୍ମିକ ଲୋକଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଧାର୍ମିକ ବ୍ୟକ୍ତି ବିଶ୍ବାସ ଦ୍ବାରା ବଞ୍ଚିବ” (ଦେଖ: [[rc://*/ta/man/translate/figs-nominaladj]])
|