20 lines
2.9 KiB
Markdown
20 lines
2.9 KiB
Markdown
# General Information:
|
|
|
|
ପାଉଲ ଅଳଙ୍କାରିକ ପ୍ରଶ୍ନ କରିବା ଦ୍ବାରା ଗାଲାତୀୟମାନଙ୍କୁ ଅନୁଯୋଗ କରୁଛନ୍ତି ।
|
|
|
|
# Connecting Statement:
|
|
|
|
ପାଉଲ ଗାଲାତୀୟ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ଈଶ୍ବର ସେମାନଙ୍କୁ ଈଶ୍ବରଙ୍କ ଆତ୍ମା ଦେଲେ ଯେତେବେଳେ ସେମାନେ ବିଶ୍ବାସ ଦ୍ବାରା ସୁସମାଚାରକୁ ଗ୍ରହଣ କରିଥିଲେ, ସେମାନଙ୍କ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରିବା ଦ୍ବାରା ନୁହେଁ ।
|
|
|
|
# Who has put a spell on you?
|
|
|
|
ପାଉଲ ବ୍ୟଙ୍ଗୋକ୍ତି ଓ ଅଳଙ୍କାରିକ ପ୍ରଶ୍ନର ବ୍ୟବହାର କରି ଏହା କହନ୍ତି ଯେ ଯେପରି ସେମାନଙ୍କୁ ମୋହିତ କରିଛନ୍ତି ସେହିପରି ଗାଲାତୀୟମାନେ କାର୍ଯ୍ୟ କରୁଛନ୍ତି । ସେ ବାସ୍ତବରେ ବିଶ୍ବାସ କରୁନାହାନ୍ତି ଯେ କେହିଜଣେ ସେମାନଙ୍କୁ ମୋହିତ କରିଛି । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଏପରି ଆଚରଣ କରୁଅଛ ଯେପରି କେହିଜଣେ ତୁମମାନଙ୍କୁ ମୋହିତ କରିଛି !” (ଦେଖ: [[rc://*/ta/man/translate/figs-irony]] ଏବଂ [[rc://*/ta/man/translate/figs-rquestion]])
|
|
|
|
# put a spell on you
|
|
|
|
ତୁମମାନଙ୍କୁ କେହି ଯାଦୁ କରିଛନ୍ତି କିମ୍ବା “ତୁମମାନଙ୍କୁ କେହି ଗୁଣିଆ ବା ତନ୍ତ୍ରମନ୍ତ୍ର କରିଛନ୍ତି”
|
|
|
|
# It was before your eyes that Jesus Christ was publicly displayed as crucified
|
|
|
|
ପାଉଲ ତାହାଙ୍କ ଶିକ୍ଷାକୁ ସ୍ପଷ୍ଟକରି ଯୀଶୁଙ୍କ କୃଶିୟମତ୍ୟୁ ବିଷୟରେ ଏପରି କହନ୍ତି ଯେପରି ସେ ସାର୍ବସାଧାରଣଙ୍କ ନିକଟରେ ଯୀଶୁଙ୍କ କ୍ରୁଶ ଉପରେ ମତ୍ୟୁର ଛବିକୁ ପ୍ରକାଶିତ କରୁଛନ୍ତି । ଏବଂ ସେ ଗାଲତୀୟମାନଙ୍କ ବିଷୟରେ କହନ୍ତି ତାହାଙ୍କ ଶିକ୍ଷାକୁ ଶୁଣିଲା ପରେ ସେମାନେ ସେହି ଛବିକୁ ଦେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ନିଜେ ଯୀଶୁଙ୍କ କ୍ରୁଶରେ ମତ୍ୟୁ ବିଷୟରେ ସ୍ପଷ୍ଟଭାବରେ ଶିକ୍ଷା ଶୁଣିଥିଲ” (ଦେଖ: [[rc://*/ta/man/translate/figs-metaphor]])
|