1.8 KiB
1.8 KiB
Before
ସମୟର ସମ୍ଭଦ୍ଧରେ
he stopped
ସେ ସେମାନଙ୍କ ସହିତ ଭୋଜନ କରିବା ବନ୍ଦ କଲେ
He was afraid of those who were demanding circumcision
କେଫା ଭୟଭିତ ହୋଇଥିବା କାରଣ ସ୍ପଷ୍ଟ ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେ ଭୟଭିତ ହୋଇ ଯାଇଥିଲେ ଯେପରିକି ସେ କିଛି ଭୂଲ କାର୍ଯ୍ୟ କରିଛନ୍ତି ଯେତେବେଲେ ସେ ସୁନ୍ନତ କିରବା ଆବଶ୍ୟକ କହୁଥିବା ଲୋକମାନଙ୍କୁ ବା ସୁନ୍ନତ ବିଷୟରେ ବିଚାର କରୁଥିବା ଲୋକମାନଙ୍କ ବିଷୟରେ କହୁଥିଲେ । ବା “ସେ ଭୟଭିତ ହୋଇଯାଇ ଥିଲେ ଯେ ଏହି ଲୋକମାନଙ୍କୁ ଦେଖି ଯେଉମାନେ ସୁନ୍ନତ ହେବା ବିଷୟରେ କହନ୍ତି ଯେପରି ସେ କିଛି ଭୁଲ କରିବା ସକାଶୁ ଦୋଷୀ ସାବ୍ୟସ୍ତ ହେବେ” (ଦେଖ: rc://*/ta/man/translate/figs-explicit)
those who were demanding circumcision
ଯେଉଁ ଯିହୁଦୀମାନେ ଖ୍ରୀଷ୍ଟିୟାନ ହୋଇଥିଲେ, କିନ୍ତୁ ଯେଉଁମାନେ ଏହା ସର୍ତ୍ତ ରଖିଲେ ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଯିହୁଦୀ ପ୍ରଥା ଅନୁସାରେ ଜୀବନ ଅତିବାହିତ କଲେ
kept away from
ଦୂରରେ ରହିଲେ କିମ୍ବା “ପରିତ୍ୟାଗ କଲେ”