1.8 KiB
1.8 KiB
the Gentiles are fellow heirs ... through the gospel
ଏହି ନିଗୂଢ ତତ୍ତ୍ବ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି I ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା ବିଜାତିମାନେ ମଧ୍ୟ ଯିହୂଦୀ ବିଶ୍ବାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି I
fellow members of the body
ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର ଶରୀର ଭାବରେ ବୁଝାଯାଇଥାଏ I (ଦେଖ: rc://*/ta/man/translate/figs-metaphor)
in Christ Jesus
ଖ୍ରୀଷ୍ଟ ଯୀଶୁଙ୍କଠାରେ ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
through the gospel
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୁସମାଚାର ସକାଶୁ ବିଜାତିମାନେ ପ୍ରତିଜ୍ଞାର ସହଭାଗୀ ଅଟନ୍ତି କିମ୍ବା ୨) ସୁସମାଚାର ସକାଶୁ ବିଜାତିମାନେ ଉତ୍ତରାଧିକାରୀ ଓ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସ୍ବରୂପ ଏବଂ ପ୍ରତିଜ୍ଞାର ସହଭାଗୀ ଅଟନ୍ତି I