or_tn/col/02/21.md

1.1 KiB
Raw Blame History

Connecting Statement:

ଏହି ପ୍ରକାରେ ଅଳଙ୍କାରିକ ପ୍ରଶ୍ନ ଆରମ୍ଭ ହୁଏ “କାହିଁକି ତୁମ୍ଭେମାନେ ଜଗତର ଅଧିନରେ ରହୁଅଛ, ତାହା ଏହି ପଦରେ 20 ସମାପ୍ତ ହେଉଛି।

Do not handle, nor taste, nor touch""?

ପାଉଲ ଉର୍ଦ୍ଧୃତ କରନ୍ତି କି ଅନ୍ୟ ଲୋକମାନେ କଲସୀୟ ବିଶ୍ବାସୀମାନଙ୍କୁ କଅଣ କହୁଛନ୍ତି। “ଯେତେବେଳେ ସେମାନେ କହନ୍ତି ତୁମେ ସେମାନଙ୍କୁ କଅଣ ପାଇଁ ବିଶ୍ବାସ କରୁଛ, ‘ସମ୍ଭାଳ ନାହିଁ, ସ୍ବାଦ ନାହିଁ, ସ୍ପଶ କର ନାହିଁ ?” ଓ ଯେତେବେଳେ ସେମାନେ କହିବେ ତୁମେ ସେମାନଙ୍କର କଥାକୁ ପାଳନ କରିବା ଉଚିତ୍ ନୁହେଁ,‘‘ସମ୍ଭାଳ ନାହିଁ, ସ୍ବାଦ ନାହିଁ, ସ୍ପଶ କର ନାହିଁ”