747 B
747 B
in eating or in drinking
ମୋଶଙ୍କ ଆଇନରେଅନ୍ତଭୁକ୍ତ ଥିଲା କି ଜଣେ କଅଣ ଖାଇବ ଏବଂ ପିଇବ। “ତୁମେ କଅଣ ପାଇଁଖାଉଛ ଓ ତୁମେ କଅଣ ପିଉଛ”
about a feast day or a new moon, or about Sabbath days
ମୋଶଙ୍କ ଆଇନ ଅନୁସାରେ ଉଶ୍ଚବ ପାଳନ କରିବା ପୂଜା କରିବା ଏବଂ ବଳିଦାନ ଦେବା ଦିବସଗୁଡିକୁ ନିର୍ଦ୍ଧାରିତ ହୋଇଥିଲା। “ଯେମେତିକି ତୁମେ ଭୋଜିର ଦିନ ଓ ନୂତନ ଚନ୍ଦ୍ର ଓ ବଶ୍ରାମ ଦିବସକୁ ପାଳନ କର”