938 B
938 B
made a public spectacle of them
ରୋମୀୟ ସମୟରେ, ରୋମିୟର ସୈନିକମାନେ ଘରକୁ ଫେରିବା ବେଳେ ବିଜୟ ପାରେଡ ଏକ ସାଧାରଣ କଥା ଥିଲା, ସେମାନେ ପ୍ରଦର୍ଶିତ କରୁଥିଲେ ଯେଉଁମାନଙ୍କୁ ସେମାନେ ବନ୍ଦୀ ଆଣିଥିଲେ ଏବଂ ଯେଉଁ ଜିନିଷପତ୍ରକୁ ସେମାନେ ହାସଲ କରିଥିଲେ। ଇଶ୍ବର ମନ୍ଦଶକ୍ତି ଏବଂ ଅଧିକାରୀମାନଙ୍କ ଉପରେ ବିଜୟୀ ଥିଲେ। (ଦେଖ:rc://*/ta/man/translate/figs-metaphor)
by the cross
ଏଠାରେ “କ୍ରୁଶ” ଶଦ୍ଦଟି କ୍ରୁଶ ଉପରେ ଖ୍ରୀଷ୍ଟକଂ ମୃତ୍ୟୁକୁ ଦର୍ଶାଏ। (ଦେଖ:rc://*/ta/man/translate/figs-metonymy)