1.3 KiB
1.3 KiB
because of the certain hope reserved for you in heaven
ଏଠାରେ "" ନିଶ୍ଚିତ ଆଶା’’ ଯେପରି ବିଶ୍ବାସୀ ଦୃଢ ଭାବରେ ଚାହେଁ, ତାହା ହେଉଛି ଇଶ୍ବର ବିଶ୍ବାସୀମାନଙ୍କ ପାଇଁ ଶପଥ କରିଛନ୍ତି। ଏହି ବିଷୟଗୁଡିକ କୁହାଯାଇଅଛି ଯେପରି ସେଗୁଡିକ ଶାରିରିକ ବସ୍ତୁଗୁଡିକ ଥିଲା ।ଈଶ୍ବର ସ୍ବର୍ଗରେ ସେମାନଙ୍କୁ ବିଶ୍ବାସୀମାନଙ୍କୁ ଦେବେ। ଅନ୍ୟ ଏକ ଅନୁବାଦ: ""କାରଣ ତୁମ୍ଭେ ନିଶ୍ଚିତ ହୁଅ ଯେ ସେ ପରମେଶ୍ବର, ସ୍ବର୍ଗରେ ଉପବିଷ୍ଟ, ସେ ଯିଏ ତୁମକୁ ଶପଥ କରିଅଛନ୍ତି ସମସ୍ତ ଉତ୍ତମ ବିଷୟଗୁଡିକ କରିବେ''(ଦେଖ:rc://*/ta/man/translate/figs-metonymy)
the word of truth, the gospel
ସମ୍ଭବପର ଅର୍ଥଗୁଡିକ ହେଲା 1)”ସତ୍ୟ ବିଷୟରେ ସମାଚାର, ସୁସମାଚାର” ଏବଂ 2)”ସତ୍ୟ ସମ୍ବାଦ, ସୁସମାଚାର”।