or_tn/act/28/23.md

16 lines
1.5 KiB
Markdown

# General Information:
ଏଠାରେ “ସେମାନେ” ଶବ୍ଦ ରୋମ୍ ରେ ଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I “ତାହାଙ୍କୁ”, ""ତାହାଙ୍କର” ଓ “ସେ” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ ([ପ୍ରେରିତ ୨୮:୧୭](../28/17.md))I
# had set a day for him
ସେମାନଙ୍କୁ କଥା କହିବା ନିମନ୍ତେ ତାହାଙ୍କ ପାଇଁ ଗୋଟିଏ ସମୟ ନିରୁପଣ କରିଥିଲେ
# testified about the kingdom of God
ଏଠାରେ “ଈଶ୍ବରଙ୍କ ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜା ଭାବରେ ଈଶ୍ବରଙ୍କ ଶାସନ ସମ୍ବନ୍ଧରେ ସେମାନଙ୍କୁ କହିଲି” କିମ୍ବା “ସେମାନଙ୍କୁ କହିଲି ଯେ ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରଦର୍ଶନ କରିବେ” (ଦେଖ: [[rc://*/ta/man/translate/figs-metonymy]])
# from the prophets
ଏଠାରେ “ଭାବବାଦୀମାନେ” ସେମାନେ ଲେଖିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା ଲେଖିଥିଲେ, ସେଥିରୁ” (ଦେଖ: [[rc://*/ta/man/translate/figs-metonymy]])