12 lines
1.3 KiB
Markdown
12 lines
1.3 KiB
Markdown
# General Information:
|
|
|
|
ଏଠାରେ “ଆମ୍ଭେମାନେ” ଶବ୍ଦଟି ଲେଖକଙ୍କୁ, ପାଉଲଙ୍କୁ ଓ ସେମାନଙ୍କର ସହଯାତ୍ରୀମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
|
|
|
|
# Connecting Statement:
|
|
|
|
ପାଉଲ ଜଣେ ବନ୍ଦୀ ଭାବରେ ରୋମ୍ ରେ ପହଞ୍ଚୁଛନ୍ତି, କିନ୍ତୁ ତାହାଙ୍କୁ ତାହାଙ୍କ ନିଜ ଜାଗାରେ ରହିବାର ସ୍ବାଧିନତା ଥିଲା I ସେ ସ୍ଥାନୀୟ ଯିହୂଦୀମାନଙ୍କୁ ଏକତ୍ର ଡାକି ତାହାଙ୍କ ପ୍ରତି କ’ଣ ଘଟିଥିଲା, ତାହା ବୁଝାଇଥିଲେ I
|
|
|
|
# When we entered Rome, Paul was allowed to
|
|
|
|
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ରୋମ୍ ରେ ପହଞ୍ଚିଲା ପରେ, ରୋମୀୟ ଅଧିକାରୀମାନେ ପାଉଲଙ୍କୁ ଅନୁମତି ଦେଲେ” (ଦେଖ: [[rc://*/ta/man/translate/figs-activepassive]])
|