1.1 KiB
1.1 KiB
General Information:
ଆପ୍ପିୟ ରାସ୍ତା ବୋଲି କୁହାଯାଉଥିବା ମୁଖ୍ଯ ରାଜରାସ୍ତାରେ ଆପ୍ପିୟଙ୍କହାଟ ଓ ତିନି ସରେଇଘର ନାମକ ଲୋକପ୍ରିୟ ହାଟ ଏବଂ ପାନ୍ଥଶାଳା ଥିଲା; ଏହା ରୋମ୍ ନଗରର ଦକ୍ଷିଣକୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)
city of Rhegium
ଇତାଲିଆର ଦକ୍ଷିଣପଶ୍ଚିମ ଶିଖରେ ଏହି ବନ୍ଦର ନଗରୀ ଅବସ୍ଥିତ I (ଦେଖ: rc://*/ta/man/translate/translate-names)
a south wind sprang up
ଦକ୍ଷିଣା ପବନ ବହିବକୁ ଆରମ୍ଭ କଲା
city of Puteoli
ଇତାଲିଆର ପଶ୍ଚିମ ଉପକୂଳରେ ଆଧୁନିକ ନାପେଲ୍ସରେ ପୁତେଅଲୀ ଅବସ୍ଥିତ I (ଦେଖ: rc://*/ta/man/translate/translate-names)