or_tn/act/27/31.md

4 lines
814 B
Markdown

# Unless these men stay in the ship, you cannot be saved
“ନ ରହିଲେ” ଓ “ପାରିବେ ନାହିଁ” ନକରାତ୍ମକ ଶବ୍ଦଗୁଡିକୁ ସକରାତ୍ମକ ଭାବରେ କୁହାଯାଇପାରିବ I କର୍ମବାଚ୍ୟର ନିଷ୍କ୍ରିୟ ବାକ୍ୟାଂଶ “ରକ୍ଷା ପାଇ”କୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣମାନଙ୍କର ରକ୍ଷା ନିମନ୍ତେ ଏହି ଲୋକମାନେ ଜାହାଜରେ ନିହାତି ରହିବା ଆବଶ୍ୟକ” (ଦେଖ: [[rc://*/ta/man/translate/figs-doublenegatives]] ଓ [[rc://*/ta/man/translate/figs-activepassive]])