12 lines
981 B
Markdown
12 lines
981 B
Markdown
# Now
|
|
|
|
ଏହି ଶବ୍ଦ ପାଉଲଙ୍କ ଯୁକ୍ତିରେ ଏକ ଦିଗ ବଦଳାଇବାକୁ ଚିହ୍ନଟକରେ I ଏଠାରେ ସେ ଯିରୂଶାଲମର ପରିସ୍ଥିତିକୁ ବୁଝାଉଛନ୍ତି, ଯେତେବେଳେ କେତେକ ଯିହୂଦୀ ତାଙ୍କୁ ବାନ୍ଧିଥିଲେ I
|
|
|
|
# after many years
|
|
|
|
ଯିରୂଶାଲମରୁ ଅନେକ ବର୍ଷ ପର୍ଯ୍ୟନ୍ତ ବାହାରେ ରହିଲା ପରେ
|
|
|
|
# I came to bring help to my nation and gifts of money
|
|
|
|
ଏଠାରେ “ମୁଁ ଆସିଲି”କୁ “ମୁଁ ଗଲି” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦାନ ଭାବରେ ଅର୍ଥ ଆଣି ମୋହର ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗଲି” (ଦେଖ: [[rc://*/ta/man/translate/figs-go]])
|