# General Information:
ପାଉଲଙ୍କର ବନ୍ଧନ ବିଷୟରେ ପ୍ରଧାନ ସେନାପତି ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟକୁ ପତ୍ର ଲେଖୁଛନ୍ତି I
କ୍ଲାଉଦିଅ ଲୂସିୟା ହେଉଛି ପ୍ରଧାନ ସେନାପତିଙ୍କ ନାମ I ଫେଲିକ୍ସ ସମଗ୍ର ଅଞ୍ଚଳ ଉପରେ ରୋମୀୟ ଶାସନକର୍ତ୍ତା ଥିଲେ I