691 B
691 B
The Jews have agreed
ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀ, କିନ୍ତୁ ଦଳର ଯେଉଁ ସମସ୍ତେ ସେଠାରେ ଥିଲେ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀ ଏକମତ ଥିଲେ” (ଦେଖ: rc://*/ta/man/translate/figs-synecdoche)
to bring down Paul
ଗଡ଼ରୁ ପାଉଲଙ୍କୁ ତଳକୁ ଆଣିବାପାଇଁ
they were going to ask more precisely about his case
ପାଉଲ କ’ଣ କରିଛନ୍ତି ସେ ବିଷୟରେ ସେମାନେ ଅଧିକ ଜାଣିବାକୁ ଚାହୁଁଛନ୍ତି