16 lines
861 B
Markdown
16 lines
861 B
Markdown
# General Information:
|
||
|
||
୨ ପଦ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]])
|
||
|
||
# Connecting Statement:
|
||
|
||
ପାଉଲ ଯିରୂଶାଲମରେ ଯିହୂଦୀ ଲୋକସମୂହକୁ କହୁଛନ୍ତି I
|
||
|
||
# Brothers and fathers
|
||
|
||
ଶ୍ରୋତାମାନଙ୍କ ମଧ୍ୟରେ ଯେଉଁମାନେ ପାଉଲଙ୍କର ସମବୟସ୍କ ଓ ଅଧିକ ବୟସ୍କ, ସେମାନଙ୍କୁ ସମ୍ବୋଧନ କରିବାର ଏହା ଗୋଟିଏ ଶିଷ୍ଟାଚାର ଅଟେ I
|
||
|
||
# I will now make to you
|
||
|
||
ମୁଁ ବର୍ତ୍ତମାନ ବୁଝାଇବି କିମ୍ବା “ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥାପନ କରିବି”
|