|
# General Information:
|
|
|
|
ପ୍ରଥମ “ସେ” ଓ ଅନ୍ୟ “ସେ” ଶବ୍ଦ [ପ୍ରେରିତ ୨୧:୩୧](../21/31.md)ରେ ଉଲ୍ଲେଖଥିବା ଜଗୁଆଳୀ ମାନଙ୍କର ପ୍ରଧାନ ସେନାପତିଙ୍କୁ ବୁଝାଏ I
|
|
|
|
# ran down
|
|
|
|
ଗଡ଼ ଉପରୁ ପ୍ରାଙ୍ଗଣ ତଳକୁ ସିଡି ଲାଗିଥିଲା I
|
|
|
|
# the chief captain
|
|
|
|
ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ନେତା
|