20 lines
1.9 KiB
Markdown
20 lines
1.9 KiB
Markdown
# Connecting Statement:
|
|
|
|
ନଗରବେବର୍ତ୍ତା ଲୋକମାନଙ୍କୁ କହିବା ଶେଷ କରୁଛନ୍ତି I
|
|
|
|
# Therefore
|
|
|
|
କାରଣ ମୁଁ ଯାହା ଏହିକ୍ଷଣି କହିଅଛି ତାହା ସତ୍ୟ ଅଟେ I ନଗରବେବର୍ତ୍ତା [ପ୍ରେରିତ ୧୯:୩୭](../19/37.md)ରେ କହିଥିଲେ ଯେ ଗାୟ ଓ ଆରିସ୍ତାର୍ଖ ଲୁଣ୍ଠନକାରୀ କିମ୍ବା ମହାଦେବୀଙ୍କ ନିନ୍ଦକ ନୁହନ୍ତି I
|
|
|
|
# have an accusation against anyone
|
|
|
|
“ଅଭିଯୋଗ” ଶବ୍ଦଟିକୁ କ୍ରିୟା ଭାବରେ “ଅଭିଯୋଗ କରିବା” ବୋଲି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ : “କାହାରି ବିରୁଦ୍ଧରେ ଅଭିଯୋଗ କରିବାକୁ ଚାହୁଁଛ” (ଦେଖ: [[rc://*/ta/man/translate/figs-abstractnouns]])
|
|
|
|
# proconsuls
|
|
|
|
ରୋମୀୟ ଶାସନକର୍ତ୍ତାଙ୍କର ପ୍ରତିନିଧି ଯିଏ ବିଚାରାଳୟରେ ଆଇନଗତ ନିଷ୍ପତ୍ତି ନେଉଥିଲେ (ଦେଖ: [[rc://*/ta/man/translate/translate-unknown]])
|
|
|
|
# Let them accuse one another
|
|
|
|
ଏହାର ଅର୍ଥ ନୁହେଁ ଯେ ଦୀମୀତ୍ରିୟ ଓ ତାହାର ସଙ୍ଗୀମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିବେ I ଏହାର ଅର୍ଥ ଏହି ସ୍ଥାନରେ ଲୋକମାନେ ସାଧାରଣଭାବରେ ଆପଣା ଆପଣାର ଅଭିଯୋଗ କରିପାରିବେ I ବିକଳ୍ପ ଅନୁବାଦ: “ସେଠାରେ ଲୋକମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରି କରିବେ”
|