20 lines
1.7 KiB
Markdown
20 lines
1.7 KiB
Markdown
# General Information:
|
|
|
|
ଦୀମୀତ୍ରିୟଙ୍କୁ ଘଟଣା ମଧ୍ୟରେ ପରିଚୟ କରାଯାଉଛି I ୨୪ ପଦ ଦୀମୀତ୍ରିୟଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛି I ଆର୍ତ୍ତେମୀ ଦେବୀର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ବୃହତ୍ ମନ୍ଦିର ଏଫିସରେ ଥିଲା, ଅନେକ ସମୟରେ ଆର୍ତ୍ତେମୀ ଦେବୀକୁ “ଡାଏନା” ବୋଲି ଅନୁବାଦ କରାଯାଏ I ସେ ଉର୍ବରତାର ଏକ ମିଥ୍ୟା ଦେବୀ ଥିଲା I (ଦେଖ: [[rc://*/ta/man/translate/writing-background]] ଓ [[rc://*/ta/man/translate/translate-names]])
|
|
|
|
# Connecting Statement:
|
|
|
|
ଲୂକ ଏକ ଗଣ୍ଡଗୋଳ ବିଷୟରେ କହନ୍ତି ଯାହା ପାଉଲ ଏଫିସରେ ଥିବା ସମୟରେ ଘଟିଥିଲା I
|
|
|
|
# there was no small disturbance in Ephesus concerning the Way
|
|
|
|
ଏହା ଏକ ସାରାଂଶ ଆରମ୍ଭକାରୀ ଉକ୍ତି I
|
|
|
|
# there was no small disturbance
|
|
|
|
ଲୋକମାନେ ଅତି ବିଚଳିତ ହେଲେ I [ପ୍ରେରିତ ୧୨:୧୮](../12/18.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
|
|
|
|
# the Way
|
|
|
|
ଖ୍ରୀଷ୍ଟିୟାନ୍ ଧର୍ମକୁ ବୁଝାଇବା ନିମନ୍ତେ ଏହି ଶବ୍ଦକୁ ବ୍ୟବହାର କରାଯାଇଛି I [ପ୍ରେରିତ ୯:୧](../09/01.md)ରେ ତୁମେ ଏହି ଉପାଧିକୁ କିପରି ଅନୁବାଦ କଲ ତାହା ଦେଖ I
|