24 lines
1.6 KiB
Markdown
24 lines
1.6 KiB
Markdown
# even handkerchiefs and aprons that had touched him were taken to the sick and
|
||
|
||
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ଏପରିକି ପାଉଲଙ୍କୁ ଛୁଇଁଥିବା ରୁମାଲ କିଅବା ଗାମୁଛା ରୋଗୀମାନଙ୍କ ପାଖକୁ ନେଉଥିଲେ”
|
||
|
||
# even handkerchiefs and aprons that had touched him
|
||
|
||
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଏଗୁଡ଼ିକ ପାଉଲ ଛୁଇଁଥିବା ଲୁଗା ସାମଗ୍ରୀ କିମ୍ବା ୨) ଏଗୁଡ଼ିକ ଲୁଗା ସାମଗ୍ରୀ ଯାହା ପାଉଲ ପିନ୍ଧିଥିଲେ ବା ବ୍ୟବହାର କରିଥିଲେ I
|
||
|
||
# handkerchiefs
|
||
|
||
ମୁଣ୍ଡର ଚାରିପାଖେ ପିନ୍ଧାଯାଉଥିବା ଲୁଗା
|
||
|
||
# aprons
|
||
|
||
ଦେହରେ ପିନ୍ଧିଥିବା ଲୁଗାକୁ ସୁରକ୍ଷା କରିବାପାଇଁ ସମ୍ମୁଖରେ ପିନ୍ଧାଯାଉଥିବା ଲୁଗା
|
||
|
||
# the sick
|
||
|
||
ଏହା ରୋଗୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “”ରୋଗୀ ଲୋକମାନେ” କିମ୍ବା “ଯେଉଁମାନେ ରୋଗଗ୍ରସ୍ତ” (ଦେଖ: [[rc://*/ta/man/translate/figs-nominaladj]])
|
||
|
||
# their illnesses left them
|
||
|
||
ରୋଗଗ୍ରସ୍ତ ଲୋକମାନେ ସୁସ୍ଥ ହେଲେ
|