1.0 KiB
1.0 KiB
Connecting Statement:
ପାଉଲ ଏଫିସରେ ରହୁଛନ୍ତି I
When the people
ଏଠାରେ “ଲୋକମାନେ” ଏଫିସରେ ଥିବା ଶିଷ୍ୟମାନଙ୍କୁ ବୁଝାଏ ଯେଉଁମାନେ ପାଉଲଙ୍କ ସହିତ କଥାବାର୍ତ୍ତା କରୁଥିଲେ (ପ୍ରେରିତ ୧୯:୧)I
they were baptized
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ବାପ୍ତିସ୍ମ ଗ୍ରହଣ କଲେ” (ଦେଖ: rc://*/ta/man/translate/figs-activepassive)
in the name of the Lord Jesus
ଏଠାରେ “ନାମ” ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଯୀଶୁଙ୍କଠାରେ ବିଶ୍ବାସୀ ଭାବରେ” (ଦେଖ: rc://*/ta/man/translate/figs-metonymy)