543 B
543 B
Paul departed
ପାଉଲ ଚାଲିଗଲେ କିମ୍ବା “ପାଉଲ ପ୍ରସ୍ଥାନ କଲେ”
After having spent some time there
ଏହା “ସମୟ” ବିଷୟରେ କହେ ସତେ ଯେପରି ଏହା ଏକ ସାମଗ୍ରୀ ଯାହା ଜଣେ ବ୍ୟକ୍ତି ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “ସେଠାରେ କିଛି ସମୟ ରହିଲା ପରେ” (ଦେଖ: rc://*/ta/man/translate/figs-metaphor)