20 lines
1.9 KiB
Markdown
20 lines
1.9 KiB
Markdown
# General Information:
|
||
|
||
“ତାହାଙ୍କୁ,” “ସେ” ଓ “ତୁମ୍ଭେ” ପାଉଲଙ୍କୁ ବୁଝାଏ ([ପ୍ରେରିତ ୧୭:୧୮](../17/18.md))Iଏଠାରେ “ସେମାନେ” ଓ “ଆମ୍ଭେମାନେ” ଶବ୍ଦଗୁଡ଼ିକ ଏପିକୁରୀୟ ଓ ସ୍ତୋୟିକ ଦାର୍ଶନିକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]])
|
||
|
||
# They took ... brought him
|
||
|
||
ଏହାର ଅର୍ଥ ନୁହେଁ ଯେ ସେମାନେ ପାଉଲଙ୍କୁ ବନ୍ଦୀ କଲେ I ଦାର୍ଶନିକମାନେ ଆନୁଷ୍ଠାନିକ ଭାବରେ ସେମାନଙ୍କର ନେତାମାନଙ୍କ ସହିତ କଥା କହିବାପାଇଁ ପାଉଲଙ୍କୁ ନିମନ୍ତ୍ରଣ କରିଥିଲେ I
|
||
|
||
# to the Areopagus
|
||
|
||
ଆରୟପାଗରେ ନେତାମାନେ ଏକତ୍ରିତ ହେଲେ I ବିକଳ୍ପ ଅନୁବାଦ: “ଆରୟପାଗରେ ଏକତ୍ରିତ ହୋଇଥିବା ନେତାମାନଙ୍କୁ” (ଦେଖ: [[rc://*/ta/man/translate/figs-metonymy]])
|
||
|
||
# the Areopagus, saying
|
||
|
||
ଏଠାରେ ଆରୟପାଗର ନେତାମାନେ କଥା କହୁଛନ୍ତି I ଏହାକୁ ଏକ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆରୟପାଗରେ ନେତାମାନେ ପାଉଲଙ୍କୁ କହିଲେ”
|
||
|
||
# Areopagus
|
||
|
||
ଏହା ଆଥୀନୀରେ ଥିବା ଏକ ପ୍ରସିଦ୍ଧ ପ୍ରସ୍ତରସ୍ତୁପ କିମ୍ବା ପାହାଡ, ଯହିଁ ଉପରେ ଆଥୀନୀର ସର୍ବୋଚ୍ଚ ନ୍ୟାୟାଳୟ ବସୁଥିଲା I (ଦେଖ: [[rc://*/ta/man/translate/translate-names]])
|