A vision appeared to Paul
ପାଉଲ ଈଶ୍ବରଙ୍କଠାରୁ ଏକ ଦର୍ଶନ ଦେଖିଲେ କିମ୍ବା “ପାଉଲ ଈଶ୍ବରଙ୍କଠାରୁ ଏକ ଦର୍ଶନ ପାଇଲେ”
calling him
ତାହାଙ୍କୁ ବିନତି କରୁଅଛି କିମ୍ବା “ନିମନ୍ତ୍ରଣ କରୁଅଛି”
Come over into Macedonia
ଏଠାରେ “ପାରହୋଇ ଆସ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ମାକିଦନିଆ ତ୍ରୋୟାଠାରୁ ସମୁଦ୍ରର ଆରପଟେ ଅବସ୍ଥିତ I