16 lines
886 B
Markdown
16 lines
886 B
Markdown
# from things sacrificed to idols
|
|
|
|
ଏହାର ଅର୍ଥ ଏହି ଯେ ସେମାନେ ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ପଶୁର ମାଂସ ଖାଇ ପାରିବେ ନାହିଁ I
|
|
|
|
# blood
|
|
|
|
ଏହା ରକ୍ତ ପାନ କରିବାକୁ କିମ୍ବା ରକ୍ତ ନିଷ୍କାସିତ ହୋଇ ନ ଥିବା ମାଂସ ଖାଇବାକୁ ବୁଝାଏ I (ଦେଖ: [[rc://*/ta/man/translate/figs-explicit]])
|
|
|
|
# things strangled
|
|
|
|
ଶ୍ବାସରୋଧ କରି ପଶୁଟିକୁ ବଧ କରାଯାଇଛି କିନ୍ତୁ ତାହାର ରକ୍ତ ନିଷ୍କାସିତ ହୋଇନାହିଁ I
|
|
|
|
# Farewell
|
|
|
|
ଏହା ପତ୍ରଟିର ସମାପ୍ତି ଘୋଷଣା କରୁଛି I ବିକଳ୍ପ ଅନୁବାଦ: “ବିଦାୟ”
|