16 lines
2.1 KiB
Markdown
16 lines
2.1 KiB
Markdown
# Moses has been proclaimed in every city ... and he is read in the synagogues every Sabbath
|
|
|
|
ଯାକୁବ ସୂଚିତ କରୁଛନ୍ତି ଯେ ଏହି ନିୟମ କେତେ ଗୁରୁତ୍ବପୂର୍ଣ୍ଣ ତାହା ବିଜାତିମାନେ ଜାଣନ୍ତି, କାରଣ ଯିହୂଦୀମାନେ ସମାଜଗୃହ ଥିବା ପ୍ରତ୍ୟେକ ନଗରରେ ସେମାନଙ୍କୁ ପ୍ରଚାର କରୁଥିଲେ I ଏହା ମଧ୍ୟ ସୂଚିତ କରେ ଯେ ବିଜାତିମାନେ ଏହି ନିୟମଗୁଡ଼ିକ ବିଷୟରେ ଅଧିକ ଜାଣିବାପାଇଁ ସମାଜଗୃହର ଶିକ୍ଷକମାନଙ୍କ ପାଖକୁ ଯାଇପାରିବେ I (ଦେଖ: [[rc://*/ta/man/translate/figs-explicit]])
|
|
|
|
# Moses has been proclaimed
|
|
|
|
ଏଠାରେ “ମୋଶା” ମୋଶାଙ୍କର ବ୍ୟବସ୍ଥାକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶାଙ୍କର ବ୍ୟବସ୍ଥା ଘୋଷଣା କରାଯାଇଛି” କିମ୍ବା “ଯିହୂଦୀମାନେ ମୋଶାଙ୍କ ବ୍ୟବସ୍ଥା ଶିକ୍ଷା ଦେଇଛନ୍ତି” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]])
|
|
|
|
# in every city
|
|
|
|
ଏଠାରେ “ପ୍ରତି” ଶବ୍ଦଟି ଏକ ସାଧାରଣ ଅନୁମାନ I ବିକଳ୍ପ ଅନୁବାଦ: “ଅନେକ ନଗରରେ” (ଦେଖ: [[rc://*/ta/man/translate/figs-hyperbole]])
|
|
|
|
# and he is read
|
|
|
|
ଏଠାରେ “ସେ” ମୋଶାଙ୍କୁ ବୁଝାଏ ଯାହାଙ୍କର ନାମ ବ୍ୟବସ୍ଥାର ନିଦର୍ଶନ ଅଟେ I ବିକଳ୍ପ ଅନୁବାଦ: “ଆଉ ବ୍ୟବସ୍ଥା ପାଠ କରାଯାଏ” କିମ୍ବା “ଆଉ ସେମାନେ ବ୍ୟବସ୍ଥା ପାଠ କରନ୍ତି” (ଦେଖ: [[rc://*/ta/man/translate/figs-metonymy]])
|