or_tn/act/13/18.md

4 lines
534 B
Markdown

# he put up with them
ଏହାର ଅର୍ଥ “ସେ ସେମାନଙ୍କୁ ସହ୍ୟ କଲେ I” କେତେକ ଅନୁବାଦରେ ଭିନ୍ନ ଶବ୍ଦ ଅଛି ଯାହାର ଅର୍ଥ “ସେ ସେମାନଙ୍କର ଯତ୍ନ ନେଲେ I” ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କର ଅନାଜ୍ଞାବହତା ସହ୍ୟ କଲେ” କିମ୍ବା “ଈଶ୍ବର ସେମାନଙ୍କର ଯତ୍ନ ନେଲେ”