933 B
933 B
General Information:
ଏଠାରେ “ଆମ୍ଭେ” ଶବ୍ଦଗୁଡିକ ପିତର ଓ ପ୍ରେରିତଗଣ ଏବଂ ଯୀଶୁ ପୃଥିବୀରେ ଥିବା ସମୟରେ ତାହାଙ୍କ ସହିତ ଥିବା ବିଶ୍ବାସୀମାନଙ୍କୁ ବୁଝାଏ I ଏଠାରେ ""ସେ"" ଓ ""ତାହାଙ୍କୁ"" ଶବ୍ଦଗୁଡ଼ିକ ଯୀଶୁଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive)
in the country of the Jews
ଏହା ମୁଖ୍ୟତଃ ସେହି ସମୟର ଯିହୂଦାକୁ ବୁଝାଏ I
hanging him on a tree
ଏହା ଆଉ ଏକ ଅଭିବ୍ୟକ୍ତି ଯାହା କ୍ରୁଶାର୍ପଣକୁ ବୁଝାଏ I ବିକଳ୍ପ ଅନୁବାଦ: “ଏକ କାଠର କ୍ରୁଶରେ ତାହାଙ୍କୁ ବିଦ୍ଧ କଲେ”